ଲୋକେ ଦେଖିଲେ ବାବୁ ଲେଖିଲେ ! ବରଗଡ଼ ଚାଷୀ ଆତ୍ମହତ୍ୟା ଘଟଣାରେ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

21

କନକ ବ୍ୟୁରୋ : କେନ୍ଦପାଲୀରେ କୃଷି ବିଭାଗ ଅଧିକାରୀ ଅଟକ । ମୃତ ଚାଷୀ ଖଏନୁଙ୍କ କ୍ଷେତ ସଂପର୍କରେ ଅନୁଧ୍ୟାନ କରିବାକୁ ଯାଇଥିବା କୃଷି ବିଭାଗର ଦୁଇ ଅଧିକାରୀଙ୍କୁ ଅଟକାଇଲେ ଗାଁ ଲୋକେ । ସମସ୍ତଙ୍କ ସାମ୍ନାରେ ରିପୋର୍ଟ ଲେଖିବାକୁ ବାଧ୍ୟ କଲେ । ଜିଲ୍ଲାପାଳ ଭୁଲ ରିପୋର୍ଟ ଦେଇଥିବା କହି ଘେରିଲେ । ଆଉ ଅକଳରେ ପଡି ଲୋକଙ୍କୁ ହାତଲେଖା ରିପୋର୍ଟ ଦେଲେ ଅଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-