ବରଗଡ଼ ପାଇକମାଳରେ ଅଭାବନୀୟ ଘଟଣା ! ୩ ବର୍ଷର ଶିଶୁକନ୍ୟାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମାଆ

29

କନକ ବ୍ୟୁରୋ : ଶିଶୁକୁ ହତ୍ୟା କଲା ମାଆ । ୩ ବର୍ଷର ଶିଶୁକନ୍ୟାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ମାଆ । ବରଗଡ଼ ଜିଲ୍ଲା ପାଇକମାଳ କଉରଝରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟାକାରୀ ମାଆ ସୁଷମା ବରିହାକୁ ଗିରଫ କରିଛି ପାଇକମାଳ ପୋଲିସ୍ । ତେବେ ମାନସିକ ବିକୃତି ପାଇଁ ସୁଷମା ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –