ମୁକ୍ତାକାଶ ରଂଗମଂଚରେ ଜମୁଛି ଧନୁଯାତ୍ରା : ଷଷ୍ଠ ଦିନରେ ବସିବ ମହାରାଜଙ୍କ ରଙ୍ଗସଭା

34

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ଷଷ୍ଠ ଦିନ । ଗୋପପୁରରେ ଚାଲିଛି ବାଳକୃଷ୍ଣଙ୍କ ଲୀଳା । ବହୁ ଅସୁର ଓ ରାକ୍ଷସଙ୍କୁ ହତ୍ୟା କରି ମୁକ୍ତି ଦେଇଛନ୍ତି ଭଗବାନ କୃଷ୍ଣ । ଭଗବାନଙ୍କ ଏହି ଲୀଳା ଦେଖିବାକୁ ବରଗଡରେ ଜମିଛି ଭିଡ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଲୋକ ବରଗଡ ଧନୁଯାତ୍ରାର ମଜା ଉଠାଉଛନ୍ତି ।