ବାଙ୍କୁଆଳ : ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

38

କନକ ବ୍ୟୁରୋ : ବାଙ୍କୁଆଳରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ମୃତ୍ୟୁ ପଛରେ ନିର୍ବାଚନି ହିଂସା ଅଛି ବୋଲି ଅଭିଯୋଗ କରି ଗ୍ରାମବାସୀ ମାନେ ଦୀର୍ଘ ସମୟ ଧରି ବାଙ୍କୁଆଳ ମୁଖ୍ୟ ରାସ୍ତା ଅବରୋଧ କରିଥଲେ । ତେବେ ମୃତ୍ୟୁ ପଛର ପ୍ରକéତ ରହସ୍ୟ ପୁଲିସ ଉନ୍ମୋଚନ କରିବାରେ ବିଫଳ ହୋଇଥିବା ବେଳେ, ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।