ବରଗଡ ବ୍ୟାଙ୍କ ଅଫ୍ ବରୋଦାର ଭଟଲି ଶାଖାରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଡକାୟତି ଅଭିଯୋଗ

19

ବରଗଡ : ବରଗଡ ବ୍ୟାଙ୍କ ଅଫ୍ ବରୋଦାର ଭଟଲି ଶାଖାରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଡକାୟତି ଅଭିଯୋଗ ହୋଇଛି । କାନ୍ଥ ଭାଙ୍ଗି ଲୁଟିନେଲେ ଦୁର୍ବୃତ । ଘଟଣା ସ୍ଥଳରେ ପଂହଚି ପୁଲିସ ତନାଘନା ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଡକାୟତି ହୋଇଥିବା ନେଇ ବ୍ୟାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି ।