ଟାଙ୍ଗୀ ଓଭରସିଜ ବ୍ୟାଙ୍କରୁ ଡକାୟତି : ଗୁଳି ଫୁଟାଇ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ୬ ଦୁର୍ବୃତ

40

ଟାଙ୍ଗୀ : ଟାଙ୍ଗୀ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଲୁଟ୍ । ଫାଙ୍କା ଗୁଳି କରି ସାଢେ ୬ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ୩ଟି ବାଇକରେ ୬ ଦୁର୍ବୃତ ଆସି ଲୁଟିଲେ । ଟାଙ୍ଗୀ ପୁଲିସର ଛାନଭିନ ।