ଗୋଟିଏ ରାତିରେ ଦୁଇଟି ବ୍ୟାଙ୍କରେ ଲୁଟ୍ : ବ୍ୟାଙ୍କର ଗ୍ରିଲ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

38

କେନ୍ଦୁଝର : ଗୋଟିଏ ରାତିରେ ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଲେ ଲୁଟେରା । ବ୍ୟାଙ୍କର ଗ୍ରିଲ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ରାମଚନ୍ଦ୍ରପୁରର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧୧ଲକ୍ଷ ୯୭ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ବ୍ୟାଙ୍କର ଗ୍ରୀଲ କାଲି ୧୧ଲକ୍ଷ ୯୭ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ସେପଟେ ଦେବଗଡ ବଳମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ବି ବିଳମ୍ବିତ ରାତିରେ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –