ବାରମ୍ବାର ଦୌଡିବାକୁ ପଡିବନି ବ୍ୟାଙ୍କ କି ଏଟିଏମ ! କେବଳ ଏହି ନମ୍ବର ଡାଏଲ କରିବା କ୍ଷଣି ଆପଣଙ୍କ ମୋବାଇଲକୁ ଚାଲିଆସିବ ବ୍ୟାଙ୍କ ସଂପର୍କିତ ସମସ୍ତ ଖବର

177

ଅନଲାଇନ ବ୍ୟାଙ୍କିଂ ଏବେ ସବୁକିଛି ସରଳ କରିଦେଇଛି । ବ୍ୟାଙ୍କ ଖାତାଧାରକ ଏଭଳି କିଛି ସିକ୍ରେଟ କୋଡ ମନେ ରଖିବା ଉଚିତ । ଯାହାଦ୍ୱାରା ଆପଣଙ୍କର ଅଧା ଅସୁବିଧା ଦୂର ହୋଇଯିବ । ଅର୍ଥାତ୍ ଯଦି ଆପଣ ଆପଣଙ୍କର ଆକାଉଂଟର ବାଲାନ୍ସ ଘରେ ବସି ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବ୍ୟାଙ୍କ ତରଫରୁ କିଛି ୟୁଏସଏସଡି କୋଡ ନିର୍ଧାରିତ କରିଛି । ଯେଉଁଥିରେ ଆପଣ ଆପଣଙ୍କର ଖାତାର ସମସ୍ତ ଡିଟେଲ୍ସ ଗୋଟିଏ କ୍ଲିକରେ ଜାଣିପାରିବେ ଏବଂ ଆପଣଙ୍କୁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି । ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ ଆପଣ ପ୍ରଥମ ଥର ପାଇଁ ନମ୍ବର ଡାଏଲ କରିବେ ତେବେ ଆପଣଙ୍କୁ ଏଥିରେ ଆପଣଙ୍କର କିଛି ଡିଟେଲ ଦେବାକୁ ପଡିବ । ଏହାପରେ ଆପଣ ରେଜିଷ୍ଟର୍ଡ ହୋଇଯିବେ ଏବଂ କେବେବି ସହଜରେ ଡିଟେଲ୍ସ ଚେକ୍ କରିପାରିବେ । କିନ୍ତୁ ଧ୍ୟାନ ରଖିବେ କି, ଏଥିପାଇଁ ଆପଣଙ୍କ ମୋବାଇଲରେ ବାଲନ୍ସ ଥିବା ଜରୁରୀ । ନଚେତ୍ ଆପଣ ରେଜିଷ୍ଟର୍ଡ କରିପାରିବେ ନାହିଁ ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଅବଗତ କରାଇ ବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଘରେ ବସି ଅତି ସହଜରେ କୌଣସି ବି ବ୍ୟାଙ୍କରେ ଥିବା ନିଜ ଖାତାର ବାଲାନ୍ସ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ।

State Bank of India – * 99* 41#

Punjab National Bank – * 99* 42#

HDFC Bank – * 99* 43#

ICICI Bank – * 99* 44#

AXIS Bank – * 99* 45#

Canara Bank – * 99* 46#

Bank Of India – * 99* 47#

Bank of Baroda – * 99* 48#

IDBI Bank –* 99* 49#

Union Bank of India – * 99* 50#

Central Bank of India – * 99* 51#

India Overseas Bank – * 99* 52#

Oriental Bank of Commerce – * 99* 53#

Allahabad Bank – * 99* 54#

Syndicate Bank – * 99* 55#

UCO Bank – * 99* 56#

Corporation Bank – * 99* 57#

Indian Bank – * 99* 58#

Andhra Bank – * 99* 59#

Bank of Maharashtra – * 99* 61#

United Bank of India – * 99* 63#

Vijaya Bank – * 99* 64#

Dena Bank – * 99* 65#

Yes Bank – * 99* 66#

Kotak Mahindra Bank – * 99* 68#

IndusInd Bank – * 99* 69#

Punjab and Sind Bank – * 99* 71#

Federal Bank – * 99* 72#

South Indian Bank – * 99* 74#

Karur Vysya Bank – * 99* 75#

Karnataka Bank – * 99* 76#

Tamilnad Mercantile Bank * 99* 77#

DCB Bank – * 99* 78#

Ratnakar Bank – * 99* 79#

Nainital Bank – * 99* 80#

Janata Sahakari Bank – * 99* 81#

Mehsana Urban CoOperative Bank – * 99* 82#

NKGSB Bank – * 99* 83#

Saraswat Bank – * 99* 84#

Apna Sahakari Bank – * 99* 85#

Bhartiya Mahila Bank – * 99* 86#

Abhyudaya CoOperative Bank – * 99* 87#

Punjab & Maharashtra Cooperative Bank – * 99* 88#

Hasti CoOperative Bank – * 99* 89#

Gujarat State CoOperative Bank – * 99* 90#

Kalupur Commercial CoOperative Bank – * 99* 91#