କନକ ନ୍ୟୁଜ କ୍ୟାଂପେନ-ବାଣ ନୁହେଁ ହସ ଫୁଟାଇବା : ଶେଷ ଦିନରେ ହସ କିଣିଲେ ହାସ୍ୟ ଅଭିନେତା ହରି

115

କନକ ବ୍ୟୁରୋ : ବାଣ ନୁହେଁ ହସ ଫୁଟାଇବା । ଦ୍ୱିତୀୟ ବର୍ଷରେ ଜାରି ରହିଛି କନକ ନ୍ୟୁଜର ଏହି ସ୍ୱତନ୍ତ୍ର ଅଭିଯାନ । ଆଖିରେ ଆଖିଏ ସ୍ୱପ୍ନ, କିନ୍ତୁ ଦିନ ମଜୁରିଆ ବାପାକୁ ଚାହିଁ ଚୁପ୍ ହୋଇଯାଉଛି ପୁଅ ଶିବ । ଏପରିକି ମାଆ ଆଖିର ଲୁହ ବି ଦେଖିଛି ସିଏ । ତାହାରି ପାଇଁ ହସ ବଜାରରୁ କଣ ଆଣିଛନ୍ତି ଓଲିଉଡର କମେଡି କିଙ୍ଗ୍ ହରିହର । ଆଉ ଆମ ଅଭିଯାନରେ ସାମିଲ ହୋଇଛନ୍ତି, ଦେଖିବା ଏହି ରିପୋର୍ଟ ।