ସେଲଫି ଉପରେ ସଂସ୍କୃତି ବିଭାଗ ଲଗାଇଲା ବ୍ୟାନ୍ : ରାଜ୍ୟର ୨୦ଟି ପର୍ଯ୍ୟଟନସ୍ଥଳୀରେ ଲାଗିବ କଟକଣା ବୋର୍ଡ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ସେଲଫି ଉପରେ ଲାଗିଛି ବ୍ୟାନ୍ । ରାଜ୍ୟର ୨୦ଟି ପର୍ଯ୍ୟଟନସ୍ଥଳୀରେ ଏଣିକି ସେଲଫି ଉଠାଇବା ଉପରେ କଟକଣା ଜାରି କରିଛନ୍ତି ସରକାର । ରାଜ୍ୟ ସଂସ୍କୃତି ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଛି । କିଛିଦିନ ତଳେ ଜଣେ ଇଞ୍ଜିନିୟରିଂ ଛାତ୍ର ସେଲଫି ଉଠାଉଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଏହାକୁ ଦେଖି ସରକାର ଏହି ନିଷ୍ପତି ନେଇଛନ୍ତି । କେବଳ ସେତିକି ନୁହେଁ ସେଲଫିରେ ପ୍ରାଣ ହରାଉଥିବା ତାଲିକାରେ ସାରା ବିଶ୍ୱରେ ଆମ ଦେଶ ଏକ ନମ୍ବରରେ ରହିଛି ।

ଦେଖନ୍ତୁ ଏହି ରିପୋର୍ଟ :