ଜଗନ୍ନାଥ ମନ୍ଦିରକୁ ଦେବୋତ୍ତର ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗ : ବାଲିଗୁଡାରେ ୧୨ ଘଂଟିଆ ବନ୍ଦ ପାଳନ

33

ବାଲିଗୁଡା : ବାଲିଗୁଡାରେ ୧୨ ଘଂଟିଆ ବନ୍ଦ ପାଳନ । ଜଗନ୍ନାଥ ମନ୍ଦିରକୁ ଦେବୋତ୍ତର ବିଭାଗକୁ ହସ୍ତାନ୍ତର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ପ୍ରଶାସନର ନୀତି ବିରୋଧରେ ଜଗନ୍ନାଥ ମନ୍ଦିର କମିଟି ବନ୍ଦ ପାଳନ କରିଛି । ଫଳରେ ବାଲିଗୁଡାରେ ଦୋକାନ ବଜାର ବନ୍ଦ ରହିଛି ।