ବାଲେଶ୍ୱରରେ ବ୍ରେକଜିଟ ଷ୍ଟାଇଲ : କେଉଁ ପଂଚାୟତରେ ହେବ ସାମିଲ,ତାକୁ ନେଇ ଦୁଇ ଗାଁରେ ହେଲା ଗଣଭୋଟ

21

କନକ ବ୍ୟୁରୋ : କାଶ୍ମିରରେ ଗଣଭୋଟ ଦାବି କିମ୍ବା ୟୁରୋପିଆନ ୟୁନିଅନରୁ ବ୍ରିଟେନ ବାହାରିବା ନେଇ ଗଣଭୋଟ ହେବା କଥା ଆପଣ ଶୁଣିଥିବେ । କିନ୍ତୁ ଆଜି ଓଡିଶାରେ ଏକ ଗଣଭୋଟ ହୋଇଛି । ଦୁଇଟି ଗାଁ କେଉଁ ପଂଚାୟତରେ ରହିବେ, ସେନେଇ ଦୁଇ ଗାଁର ଲୋକେ ଆଜି ନିଜ ମତ ଭୋଟମାଧ୍ୟମରେ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଏହି ଗଣଭୋଟ ହୋଇଛି । ଦେଖନ୍ତୁ ଏହି ରିପୋର୍ଟ –