ବାଲେଶ୍ୱରରେ ଚାଲିଛି ପୂଜାର ଧୁମ୍ : ମା’ଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ଭକ୍ତଙ୍କ ଭିଡ

37

ବାଲେଶ୍ୱର : ବାଲେଶ୍ୱରରେ ମଧ୍ୟ ଚାଲିଛି ପୂଜାର ଧୁମ । ଆଜି ମାଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଛି । ବାଲେଶ୍ୱରରେ କିଭଳି ରହିଛି ପୂଜାର ମାହୋଲ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । ଦେଖନ୍ତୁ ଏହି ଭିଡିଓ –