ବାଲେଶ୍ୱର ବସ୍ତା ମାଧିନି ଗ୍ରାମପଂଚାୟତରେ ନିର୍ବାଚନୀ ହିଂସା

30

ବାଲେଶ୍ୱର : ବାଲେଶ୍ୱର ବସ୍ତା ମାଧିନି ଗ୍ରାମପଂଚାୟତରେ ନିର୍ବାଚନୀ ହିଂସା । ୫ ନମ୍ବର ଓ ୬ ନମ୍ବର ବୁଥରେ ମତଦାନ ସ୍ଥଗିତ ରହିଛି । ଭୋଟର ଲିଷ୍ଟରେ ଅଦଳବଦଳ ନେଇ ଉତେଜନା ଦେଖାଦେଇଛି ।