ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ : ବାଡିରେ ନିଆଁ ଲଗାଇ ଅଦ୍ଭୂତ ଖେଳ ପ୍ରଦର୍ଶନ

41

vlcsnap-2016-10-12-13h21m55s539ବାଲେଶ୍ୱର : ଦଶହରା ଅବସରରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ଆଖଡ଼ା ଖେଳ । ଲାଠି ଓ ବାଡି ଧରି ଖେଳ ପ୍ରଦର୍ଶନ କରାଯାଇଛି  । ଏହି ଲାଠିକୁ ଆୟୁଧ ଭାବେ ବ୍ୟବହାର କରନ୍ତି ଆଖଡା ପ୍ରଦର୍ଶନକାରୀମାନେ । ବାଡି ଖେଳ ସହ ବାଡିରେ ନିଆଁ ଲଗାଇ ମଧ୍ୟ ଖେଳ ପ୍ରଦର୍ଶନ କରାଯାଇଥିଲା ।

kkkଏହି ବାଡି ଖେଳ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଜମିଥିଲା । ବାଲେଶ୍ୱରରେ ୧୯୨୫ରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନରେ ଆରମ୍ଭ ହୋଇଥିଲା ଏହି ଆଖଡା ଖେଳ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ –ଅଜବ ଗାଁରେ ଗଜବ ନାଁ : ପିଲା ମାନଙ୍କ ନାଁ ଗୁଗୁଲ୍ , ସୁପ୍ରିମକୋର୍ଟ , କଫି ଓ ଓବାମା