ବାଲେଶ୍ୱର : ବସ୍ତା ହଳଦୀପାଳ ଷ୍ଟେଟ ବ୍ୟାଙ୍କରୁ ଡକାୟତ ଉଦ୍ୟମ ବେଳେ ୨ଜଣଙ୍କୁ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ

21

କନକ ବ୍ୟୁରୋ : ମହଙ୍ଗା ପଡିଲା ଚୋରି ଉଦ୍ୟମ । ବାଲେଶ୍ୱର ବସ୍ତା ହଳଦୀପାଳ ଷ୍ଟେଟ ବ୍ୟାଙ୍କରୁ ଡକାୟତ ଉଦ୍ୟମ କରୁଥିବା ୨ଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ବ୍ୟାଙ୍କରେ ତାଲା ପକାଇ ଗ୍ରାମବାସୀ ୨ ଜଣଙ୍କୁ ରଖିଛନ୍ତି । ଆଉ ୩ଜଣ ଫେରାର ହୋଇଯାଇଛନ୍ତି । ୨ଟି ବାଇକରେ ୫ଜଣ ଆସି ଗତକାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ କରିଥିଲେ ।