ବାଲେଶ୍ୱର : ନିଜାମପୁର ଛକରେ ତେଲ ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

25

କନକ ବ୍ୟୁରୋ : ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନିଜାମପୁର ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତେଜନା । ଏକ ସାଇକେଲ ଆରୋହୀଙ୍କୁ ତେଲ ଟ୍ୟାଙ୍କର ପିଟିଦେବା ଫଳରେ ସାଇକେଲ ଆରେହୀଙ୍କ ମୃତ୍ୟୁ ହୋଇଛି । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ନହରପାଟଣା ରାସ୍ତା ଅବରୋଧ କରିଛନ୍ତି ।