ସିସୋର ଚିଟଫଣ୍ଡ ଠକେଇ ମାମଲା: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ସିବିଆଇର ନୋଟିସ୍

20

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲା । ବାଲେଶ୍ୱର ସାଂସଦଙ୍କୁ ସିବିଆଇର ନୋଟିସ୍ । ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଜର ପାଇଁ ନୋଟିସ କରିଛି ସିିବିଆଇ । ଆସନ୍ତା ୧୨ ତାରିଖରେ ସିବିଆଇ ନିକଟରେ ହାଜର ହେବା ପାଇଁ ନୋଟିସ ହୋଇଛି । ପୂର୍ବରୁ ମଧ୍ୟ ଏକାଧିକ ଥର ସିବିଆଇରେ ହାଜର ହୋଇଛନ୍ତି ସାଂସଦ ରବୀନ୍ଦ୍ର ଜେନା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :