ଯେବେ ସ୍ତ୍ରୀ ହୋଇଯାଏ ଅସୁନ୍ଦରୀ ! ଜଣେ କଲେଜ୍ କୁଇନଙ୍କ କରୁଣ କାହାଣୀ . . .

58

ଏହା ଏମିତି ଏକ ସତ କାହାଣୀ, ଯାହା ଆପଣଙ୍କୁ ଜୀବନ ବିଷୟରେ ଥରେ ଭାବିବାକୁ ବାଧ୍ୟ କରିବ । ଏ କରୁଣ କାହାଣୀ ଜଣେ କଲେଜ୍ କୁଇନଙ୍କର । ଯାହାଙ୍କ ସୁନ୍ଦର ଜୀବନ ଏବେ ବିବର୍ଣ୍ଣ ହୋଇ ପଡିଛି । ଯେଉଁଠି ରୋଗ ଛିଣ୍ଡାଇ ଦେଇଛି ସଂପର୍କର ଗଣ୍ଠିକୁ । ଯେଉଁଠି ସ୍ତ୍ରୀ ରୋଗୀଣା ହୋଇପଡିବା ପରେ ସ୍ୱାମୀଠାରୁ ପରିତ୍ୟକ୍ତା ହୋଇପଡିଛନ୍ତି । ଆଉ ଏବେ ଚାଲିଛି ମୃତ୍ୟୁ ସହ ସଂଘର୍ଷ । ସଂପୃର୍ଣ୍ଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :