ବାଲେଶ୍ୱର : ଟଙ୍କା ବାଂଟୁଥିବା ଅଭିଯୋଗରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ମାଡ ଅଭିଯୋଗ

35

କନକ ବ୍ୟୁରୋ : ରେମୁଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସୁଦର୍ଶନ ଜେନାଙ୍କୁ ମାଡ ଅଭିଯୋଗ । ଟଙ୍କା ବାଂଟି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ସୁଦର୍ଶନଙ୍କୁ ସ୍ଥାନୀୟ ଲୋକେ ମାଡ ମାରିଛନ୍ତି  । ତେବେ ଟଙ୍କା ବାଂଟିବା ଘଟଣାକୁ ଖଣ୍ଡନ କରିଛନ୍ତି ସୁଦର୍ଶନ ଜେନା ।