ବାଲେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା : ରୁକ୍ସାର ମିରିଙ୍ଗିମୁଣ୍ଡି ଛକରେ ବସକୁ ପିଟଲା ଟ୍ରକ୍

21

ବାଲେଶ୍ୱର : ବାଲେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା । ରୁକ୍ସାର ମିରିଙ୍ଗିମୁଣ୍ଡା ଛକରେ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ବସକୁ ଟ୍ରକ ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।ଏଥିରେ ୧୯ ଜଣ ଯାତ୍ରୀ ଆହତ ହୋଇଛି । ବସଟି ବସ୍ତାରୁ ବାଲେଶ୍ୱର ଯାଉଥିଲା । ୮ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :