ଭାଙ୍ଗିଲା ଡନ୍ ସାମ୍ରାଜ୍ୟ:ବଲାଙ୍ଗିର ବାଦଶାହାର ଘର ଉପରେ ଚଢିଲା ବୁଲଡୋଜର

70

ବଲାଙ୍ଗୀର :ବଲାଙ୍ଗୀର ଡନ୍ ଟିମନ କୁମ୍ଭାର ସରକାରୀ ଜମି ଉପରେ ନିର୍ମାଣ କରିଥିବା ବେଆଇନ ଘରକୁ ଆଜି ଉଚ୍ଛେଦ କରୁଛି ପ୍ରଶାସନ । ଉପସ୍ଥିତି ରେ ଡୋଜର ଲଗାଇ ଲର୍କିପାଲିରେ ଥିବା ବେଆଇନ ନିର୍ମାଣ ଘର ଭଙ୍ଗା ଯାଉଛି । ଘଟଣା ସ୍ଥଳରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଜିଲ୍ଲା ପ୍ରଶାସନ ଓ ପୌରପାଳିକା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ସରକାରୀ ଜମି ଉପରେ ତିଆରି ହୋଇଥିବା ଘରକୁ ୨୪ ଘଂଟା ମଧ୍ୟରେ ଖାଲି କରିବାକୁ ଗତକାଲି ବଲାଙ୍ଗୀର ପୌର ସଂସ୍ଥା ନୋଟିସ ଦେଇଥିଲେ ।