ମୋତିଲାଲ ଗୌଡ ଗିରଫ ମାମଲା : ୧୭କୁ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାକ୍ତର ମୋତିଲାଲ ଗୌଡ ଗିରଫ ମାମଲା । ମୋତିଲାଲଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୧୭କୁ ଘୁଞ୍ଚିଲା । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆଜି ଥିଲା ଶୁଣାଣି ।