ଖାରଜ ହେଲା ଜୟଦୀପଙ୍କ ଜାମିନ ଆବେଦନ

27

ନିଲମ୍ବିତ ଆଇଏଏସ୍ ଜୟଦୀପଙ୍କ ଜାମିନ ଆବେଦନ ଖାରଜ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ଭିଜିଲାନ୍ସକୁ ୩ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ୮୮ ଲକ୍ଷ ଟଙ୍କାର କମ୍ପ୍ୟୁଟର ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ଆଇଏଏସ୍ ଜୟଦୀପ ।