ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶଂସା ! ରାଜ୍ୟସଭା ପ୍ରାର୍ଥୀ ପ୍ରତାପ ଦେବଙ୍କୁ ଟୁଇଟ୍ କରି କହିଲେ ‘ସ୍ମାର୍ଟ’

0

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ଟ୍ୱିଟ୍ କରି ପ୍ରତାପ ଦେବଙ୍କୁ ପ୍ରଶଂସା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କହିଛନ୍ତି, ସେ ଖୁବ୍ ବ୍ରାଇଟ୍ ଓ ସ୍ମାର୍ଟ । ବୈଜୟନ୍ତଙ୍କ ଏହି ପ୍ରଶଂସା ପଛର ରାଜନୈତିକ କାରଣକୁ ନେଇ ଚର୍ଚ୍ଚା ହେଉଛି । ଆରପଟେ ପ୍ରତାପ ଦେବ ରାଜ୍ୟସଭାକୁ ଯିବା କେନ୍ଦ୍ରାପଡା ରାଜନୀତିକୁ କିପରି ପ୍ରଭାବିତ କରିବ ସେନେଇ ମଧ୍ୟ ଆଲୋଚନା ହେଉଛି ।

Comments are closed.