ବାହୁବଳୀ ସିନେମା ପାଇଁ ଛୁଟି ଦରଖାସ୍ତ ! ସୋସିଆଲ୍ ମିଡିଆରେ ହେଲା ଭାଇରାଲ୍

704

ରିଲିଜ୍ ହୋଇସାରିଛି ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀ -୨ । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ‘କଟ୍ଟପା ବାହୁବଳୀଙ୍କୁ କାହିଁକି ମାରିଲେ’ ଏହାର ଉତ୍ତର ମଧ୍ୟ ମିଳିଯାଇଛି  । ଏହି ସିନେମା ଦେଖିବା ପାଇଁ ଲୋକ ମାନେ ନିଜ କାର୍ଯ୍ୟାଳୟରୁ ଛୁଟି ଆବେଦନ ମଧ୍ୟ କରିଛନ୍ତି  । ତେବେ ସେମାନଙ୍କ ଛୁଟି ଆବେଦନ ପାଇଁ ଏହି ମଜାଦାର ଦରଖାସ୍ତ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ନଜର ପକାନ୍ତୁ ଭାଇରାଲ୍ ହୋଇଥିବା ଏହି ଦରଖାସ୍ତ ଗୁଡିକ ଉପରେ  ।

Bahubali application
ସୌଜନ୍ୟ : ଇଣ୍ଡିଆ ଟାଇମ୍ସCapture2Capture1

Capture3

Capture6