ପରଦାକୁ ଆସିଲା ସିନେମା “ବଦ୍ରୀନାଥ କୀ ଦୁହ୍ଲନିଆ’ର ଟିଜର

39

ବରୁଣ ଧାୱନ ଓ ଆଲିୟା ଭଟ୍ଟଙ୍କୁ ନେଇ ନିର୍ମାଣ ଚାଲିଥିବା ସିନେମା “ବଦ୍ରୀନାଥ କୀ ଦୁହ୍ଲନିଆ’ର ଟିଜର ରିଲିଜ ହୋଇଛି । ଏଥିରେ ବରୁଣଙ୍କ ଫଟୋ ପୋଜ ଦେବାର ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋଗ୍ରାଫରର ମନ ମୁତାବକ ଫଟୋ ପୋଜ ଦେବାକୁ ବରୁଣଙ୍କୁ ରାଜି କରାଉଥିବା ଦୃଶ୍ୟ ଏହି ଟିଜରରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ଏହି ଟିଜର ବହୁତ କମ ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :