ଜୟପୁରରେ ଅଭାବନୀୟ ଘଟଣା : ଜଙ୍ଗଲ ଭିତରେ ମାଆର ଶବ ନିକଟରେ ରାତି ବିତାଇଲା ଦଶ ମାସର ଶିଶୁକନ୍ୟା

22

କନକ ବ୍ୟୁରୋ : ଆରପାରିରେ ମାଆ । ଏପାରିରେ ଖୋଜୁଛି ଛୁଆ । ମାଆଙ୍କ ମୃତଦେହ ପାଖରେ ବସି ରାହା ଧରି କାନ୍ଦୁଛି ୧୦ ମାସର ଶିଶୁ କନ୍ୟା । ଜୟପୁର କୁମ୍ଭାରୀପୁଟ ନୀଳଗିରି ଜଙ୍ଗଲରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଅଜଣା ମହିଳାଙ୍କ ମୃତଦେହ ପାଖରେ ବସି ୧୦ ମାସର ଶିଶୁ କନ୍ୟା କାନ୍ଦୁଛି ।

ଦେଖନ୍ତୁ ଏହି ଭିଡ଼ିଓ –