ରାଜ ଠାକରେଙ୍କୁ ଶରଦ ପାୱାର ଗୋଷ୍ଠୀ ନେତାଙ୍କ ପରାମର୍ଶ । ଟିକିଏ ଚିନ୍ତା କର, ବିଜେପିକୁ ଆବଶ୍ୟକ ବୋଲି ଗୁରୁତ୍ୱ…
କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏମଏନଏସ ପ୍ରମୁଖ ରାଜ ଠାକରେ ଏନଡିଏରେ ସାମିଲ ହେବା ଚର୍ଚ୍ଚା ଭିତରେ ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ଏକ ବଡ ଅଫର ଦିଆଯାଇଛି । ଶରଦ ପାୱାର ଗୋଷ୍ଠୀର ନେତା ରୋହିତ ପାୱାର କହିଛନ୍ତି, ରାଜ ଠାକରେ ଜଣେ ବଡ ନେତା । ସେ ନିଶ୍ଚୟ ଚିନ୍ତା କରିବା ଦରକାର । ଏବେ…