୧୩ ଦିନରେ ପହଂଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ୧୨ ଦିନରେ ୨୨୫ କି.ମି. ଯାତ୍ରା ଅତିକ୍ରମ କଲା କଂଗ୍ରେସ 

୧୩ ଦିନରେ ପହଂଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ରାହୁଲ୍ ଗାନ୍ଧୀ କେରଳ ଚେରଥାଲାରୁ ଶହ ଶହ ଦଳୀୟ କର୍ମକର୍ତ୍ତାଙ୍କ ସହ ଯାତ୍ରା ଆରମ୍ଭ କରିଛନ୍ତି । ସେଣ୍ଟ୍ ମାଇକେଲ୍ କଲେଜରେ ବୃକ୍ଷରୋପଣ କରି ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲେ ରାହୁଲ୍ ଗାନ୍ଧୀ ।…

୧ ଟଙ୍କାରେ ଜଳଖିଆ , ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ । ଗରିବ ଲୋକଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି କିନ୍ନର । ଖୋଲିଛନ୍ତି…

ଏହି ମହାଙ୍ଗା ଜମାନାରେ ୧ ଟଙ୍କାରେ ବ୍ରେକଫାଷ୍ଟ୍ ଓ ୧୦ ଟଙ୍କାରେ ଲଞ୍ଚ୍  କରିବା ସ୍ୱପ୍ନ । କିନ୍ତୁ ୫ ହଜାରରୁ ଅଧିକ କିନ୍ନର ସଂଗଠନ ଏକ ରୋଷେଇ ଶାଳା ଆରମ୍ଭ କରିଛନ୍ତି । ଯାହାର ନାଁ ଦିଆଯାଇଛି ‘ଆମ୍ମା ରଷୋଇ’ । ତାଜୁବର କଥା ହେଉଛି ଏହି ରୋଷେଇ ଶାଳାରେ ପ୍ରତିଦିନ ୭୦୦ ରୁ ଅଧିକ ଲୋକ…

କମ୍ ବୟସରୁ ଚନ୍ଦାପଣର ଶିକାର ହେଉଛନ୍ତି କି? ପ୍ରତିଦିନ କରନ୍ତୁ ଏଭଳି କାମ , ଦେଖାଯିବନି ଚନ୍ଦାପଣର ସମସ୍ୟା

ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍…

ହିନ୍ଦୁ ସଂସ୍କୃତି ପ୍ରେମରେ ମୁସଲିମ୍ ଦମ୍ପତି … ମହାଦେବ ମନ୍ଦିରରେ ସମ୍ପୁର୍ଣ୍ଣ ରୀତିନୀତିରେ ବିବାହ କଲେ…

ସନାତନ ଧର୍ମ ପ୍ରତି ଲୋକଙ୍କ ଏତେ ଆଗ୍ରହ ବଢୁଛି ଯେ ବିଦେଶରୁ ଆସି ଭାରତରେ ହିନ୍ଦୁଧର୍ମ ପ୍ରତି ପ୍ରେମଭାବନା ଦେଖାଉଛନ୍ତି ଲୋକେ । ଏମିତି ହିଁ ଭାରତ ଭ୍ରମଣରେ ଆସିଥିବା ଜଣେ ଆମେରିକୀୟ ମୁସଲିମ୍ ଦମ୍ପତିଙ୍କୁ ହିନ୍ଦୁଧର୍ମ ଏତେ ଆକର୍ଷିତ କଲା ଯେ ମହାଦେବ ମନ୍ଦିରରେ ସମ୍ପୁର୍ଣ୍ଣ ହିନ୍ଦୁ…

ଟି-୨୦ ବିଶ୍ୱକପ୍ ପାକିସ୍ତାନ ଜର୍ସିକୁ ନେଇ ଟ୍ୱିଟରରେ ଟ୍ରୋଲ୍ ବର୍ଷା । ଟ୍ରୋଲର୍ କହିଲେ , ଏ ଜର୍ସି ନା କଂଚା ତରଭୁଜ? 

ଟି-୨୦ ବିଶ୍ୱକପ୍ ଆରମ୍ଭ ହେବା ପାଇଁ ଆଉ ମାତ୍ର ଗୋଟିଏ ମାସ ସମୟ ରହିଛି । ସବୁ ଟିମ୍ ନିଜ ନିଜ ସ୍କ୍ୱାଡ୍ ଘୋଷଣା କରିଥିବା ବେଳେ କିଛି ଟିମ୍ ଜର୍ସି ବି ଲଞ୍ଚ୍ କରିସାରିଲେଣି । ଯେଉଁଥିରେ ଟିମ୍ ଇଣ୍ଡିଆ ବି ସାମିଲ୍ ଅଛି । ଏହି ସମୟରେ ପାକିସ୍ତାନର ଜର୍ସି ମଧ୍ୟ ସାମ୍ନାକୁ ଆସିଛି । ଯାହାର…

ଟଏଲେଟ୍ ସିଟରୁ ୧୦ ଗୁଣ ଅଧିକ ଅପରିଷ୍କାର ଆପଣଙ୍କ ସ୍ମାର୍ଟଫୋନ୍ ! ୧୭ ହଜାର ବ୍ୟାକ୍ଟେରିଆଙ୍କୁ ଜାବୁଡ଼ି ଧରିଥାଏ…

ସ୍ମାର୍ଟଫୋନ୍ ବ୍ୟବହାର କଲା ବେଳେ କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ଫୋନରେ କେତେ ବ୍ୟାକ୍ଟେରିଆ ଆଡ୍ଡା ଜମାଇ ବସିଛନ୍ତି? ରିପୋର୍ଟ ମୁତାବକ , ବ୍ୟବହୃତ ଟଏଲେଟ୍ ସିଟରୁ ଅଧିକ ଅପରିଷ୍କାର ଆପଣଙ୍କ ସ୍ମାର୍ଟଫୋନର ସ୍କ୍ରିନ୍ । ଲେଖଟି ପଢି ଅଜବ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ଶତପ୍ରତିଶତ ସତ…