ଆଉ କିଛି ସମୟ ପରେ ଆସିବ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶାବରୀମାଳା ମାମଲା ଓ ରାଫେଲ ଯୁଦ୍ଧ ବିମାନ କ୍ରୟ…

ସୁପ୍ରିମକୋର୍ଟ ଆଜି ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲା ଶାବରୀମାଳା ଓ ରାଫେଲ ଯୁଦ୍ଧ ବିମାନମାନ କ୍ରୟ ସମ୍ବନ୍ଧରେ ରାୟ ଘୋଷଣା କରିବେ । ଅଯୋଧ୍ୟା ଘଟଣାରେ ଐତିହାସିକ ରାୟ ଦେବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କ ଅଧୀନରେ ଏହି ଦୁଇଟି ଘଟଣା ଉପରେ ରାୟ ଘୋଷଣା ହେବ । ପ୍ରଧାନ…

ଦୀପବିରଙ୍କ ବିବାହକୁ ପୁରିଲା ବର୍ଷେ । ସୋସିଆଲ୍ ମିଡିଆରେ ଦମ୍ପତିଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ , ଦମ୍ପତିଙ୍କ ଫଟୋକୁ…

ବଲିଉଡର ରାମ-ଲୀଲା,ବାଜିରାଓ-ମସ୍ତାନି ଏବଂ ଖିଲଜି-ପଦ୍ମାବତୀ ଭୂମିକାରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରାଇଥିôବା ପ୍ରେମୀଯୁଗଳ ତଥା ଦମ୍ପତି ରଣବୀର୍ ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ ପୁରିଛି ବର୍ଷେ । ଏହି ଦମ୍ପତି ଇଟାଲିର ଲେକ୍ କୋମୋ ଠାରେ ନଭେମ୍ବର ୧୪ ତାରିଖରେ ବିବାହ କରିଥିଲେ ।…

ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦିଙ୍କ…

ପ୍ରଧାନମନ୍ତ୍ରୀ ମୋଦି ୧୧ ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ବ୍ରାଜିଲ ଗସ୍ତରେ ଯାଇଛନ୍ତି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବୋସ୍ଲୋନାରୋଙ୍କୁ ଭେଟିଛନ୍ତି ଏବଂ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋସ୍ଲୋନାରୋ ଆସନ୍ତା ବର୍ଷ ଭାରତର ଗଣତନ୍ତ୍ର ଦିବସର…

ବୃଦ୍ଧ ଦମ୍ପତୀଙ୍କ ଅମର ପ୍ରେମ ! ସାଥି ହୋଇ ଖେଳୁ ଖେଳୁ ଜୀବନସାଥି ହେଲେ ଏବଂ ଗୋଟିଏ ଦିନରେ ହାତ ଧରାଧରି ହୋଇ ଆରପାରିକୁ…

ବିଧିର ବିଧାନ ବି ବଡ଼ ଚମତ୍କାର । ମଣିଷ ଜନ୍ମରୁ ହିଁ ନିଜ କପାଳରେ ଜୀବନର ସୁନ୍ଦର କାହାଣୀ ଲେଖି ଆସିଥାଏ ଏବଂ ଅଭିନୟ ସରିଲେ ଚାଲିଯାଏ ତା’ ବାଟରେ । ଏବେ ଏହି ଖବରକୁ ହିଁ ଦେଖିନିଅନ୍ତୁ । ଗୋଟିଏ ସ୍ଥାନରେ ଜନ୍ମ ନେଲେ , ପିଲାବେଳୁ ବାଲିଘରରେ ବାହାଘର ଖେଳ ଖେଳିଲେ,ଯୌବନରେ ପ୍ରେମ ଏବଂ…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା କର୍ତ୍ତବ୍ୟ ଏବଂ ମାନବିକତାର ନିଚ୍ଛକ ଉଦାହରଣ ! ମା’ ଦେଲେ ପରୀକ୍ଷା , ଶିଶୁ…

ଆଜିର ଏହି ଇଣ୍ଟରନେଟ୍ ଦୁନିଆରେ ଦିନକୁ ଦିନ ନୂତନତା ସହ ଯୋଡି ହୋଇଯାଉଛି ମଣିଷ । ଆଉ ଏହି ଇଣ୍ଟରନେଟରେ କେବଳ ସବୁବେଳେ ଖରାପ ସମ୍ବାଦ ଆସିଥାଏ ବୋଲି କିଛି ମାନେ ନାହିଁ ବେଳେବେଳେ ସମାଜକୁ ଉଦାହରଣ ଦେଲା ଭଳି ଭିଡିଓ ମଧ୍ୟ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ସମୟରେ ମାନବିକତା କ୍ଷୂର୍ଣ୍ଣ…

ମହାରାଷ୍ଟ୍ରରେ ମହାସଙ୍କଟ । ବିଜେପି ମନା କରିବା ପରେ ଦ୍ୱିତୀୟ ବୃହତ ଦଳ ଶିବସେନାକୁ ଡାକିଲେ ମହାରାଷ୍ଟ୍ର…

ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଦଳର ଆଗ୍ରହ ଓ ସାମର୍ଥ୍ୟ ଅଛି ନା’ ନାହିଁ ସେନେଇ ପଚାରି ବୁଝିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ । ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା…