ଟାଇଗର ହେବେ ଅମ୍ଲାନ

ଟାଇଗର ହେବେ ଅମ୍ଲାନ  । କିନ୍ତୁ ରିଅଲ ଲାଇଫ ନୁହେଁ , ରିଲ ଲାଇଫରେ  । ଏମ୍ଆର୍ ମୁଭିଜର ପ୍ରଥମ ଫିଲ୍ମ ଟାଇଗରର ମୁଖ୍ୟ ଭୁମିକାରେ ମାନେ ଟାଇଗର ଭୂମିକାରେ ନଜର ଆସିବେ ବଲିଉଡ୍ ହଙ୍ଗ ଅମ୍ଳାନ୍ ଦାସ୍ । ମୁଭିର ଅନ୍ୟାନ୍ୟ ଭୁମିକାରେ ଅଛନ୍ତି ଦୀପିକା, ବିଜୟ ମହାନ୍ତି ଓ ମୀନକେତନ  । ତେବେ ଖୁବ୍…

ଲୋକାର୍ପିତ ହେଲା ନବକଳେବର ସଂପର୍କିତ ଡକ୍ୟୁମେଂଟାରୀ ଫିଲ୍ମ

ନବକଳେବର ଉପରେ ପ୍ରସ୍ତୁତ ହୋଇଥିବା ବୃତଚିତ୍ର ଆଜି ଲୋକାର୍ପିତ ହୋଇଛି । ରାଜ୍ୟପାଳ ଏସ୍ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହାକୁ ଲୋକାର୍ପଣ କରାଯାଇଛି । ୭୮ ମିନିଟ୍ ବିଶିଷ୍ଟ ଏହି ଫିଲ୍ମର ୧୭ ମିନିଟ୍ର କ୍ଷୁଦ୍ର ସଂସ୍କରଣର ଆଜି ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଛି…

ଜେସିଙ୍କ ଫ୍ୟାନ୍

ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ବିବାଦରେ ଛନ୍ଦି ହୋଇଥିବା ଟେଲି ଅଭିନେତ୍ରୀ ଜେସିଙ୍କୁ ଦେଖିବା ପାଇଁ ଖଚାଖଚ ଭିଡ । ଗାଡିରୁ ଓହ୍ଲାଇବା ମାତ୍ରେ ଫ୍ୟାନ୍ ଜେସୀଙ୍କୁ ଘେରି ଯାଉଛନ୍ତି । ଆଉ ଅଭିନେତ୍ରୀ ଜେସୀ ବି ଫ୍ୟାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଛନ୍ତି । ସୋର ଛତ୍ରପୁର ଛକରେ ଏକ…

ଭାଙ୍ଗିଗଲା ମନ୍ତ୍ରୀ ଅରୁଣ ସାହୁଙ୍କ ମଂଚ,ମଂଚ ତଳକୁ ଆସି ସମ୍ବୋଧିତ କଲେ ମନ୍ତ୍ରୀ

ମଂଚରୁ ଓହ୍ଲାଇଲେ ମନ୍ତ୍ରୀ । ନୟାଗଡରେ ଜଳ ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି । ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ନୟାଗଡ ଜିଲ୍ଲାପାଳ ହେମନ୍ତ କୁମାର ପାଢୀ ଓ ଅନ୍ୟ ଅତିଥି ମାନେ ମଂଚରେ ବସିଥିବାବେଳେ ହଠାତ ଭାଙ୍ଗି ପଡିଥିଲା ସଭାମଂଚ । ଫଳରେ ମଂଚାସୀନ…

ବାହୁବଳୀ ନେତାଙ୍କ ରାଜପ୍ରାସାଦରେ ଚାଲିଲା ବୁଲଡୋଜର

କେନ୍ଦୁଝରରେ ଆରମ୍ଭ ହୋଇଛି ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ଜବର ଦଖଲଉଚ୍ଛେଦ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବେଆଇନ ଭାବେ ତିଆରି ହୋଇଥିବା ପାଚେରିକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ପାଚେରୀକୁ ଲାଗି ୫୦୦ ମିଟର ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଜଣ ଏଡିଏମ, ଏସପି…