ନିର୍ବାଚନୀ ଟିକେଟ ପାଇଁ ଭାଇ-ଭଉଣୀ ବିବାଦ । ବାବୁନ ବାର୍ନାଜୀଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାର୍ନାଜୀ ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ଭାଇକୁ ପର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଟିଏମସି ପ୍ରାର୍ଥୀ ବିରୋଧରେ ଭାଇ ବାବୁନ ବାର୍ନଜୀ ସ୍ୱାଧୀନପ୍ରାର୍ଥୀଭାବେ ଛିଡା ହେବା ପରେ ମମତା ତାଙ୍କ ସହ ସବୁ ସମ୍ପର୍କ କାଟିଥିବା କହିଛନ୍ତି । ମମତା କହିଛନ୍ତି ଲୋଭି ଲୋକଙ୍କୁ ସେ ଘୃଣା କରନ୍ତି ସେ…

ନିର୍ବାଚନ ପୂର୍ବରୁ କଂଗ୍ରେସର ନାରୀ ନ୍ୟାୟ ଗ୍ୟାରେଣ୍ଟି ଯୋଜନା । ଗରିବ ଶ୍ରେଣୀର ମହିଳାଙ୍କୁ ବାର୍ଷିକ ମିଳିବ ୧ ଲକ୍ଷ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଲା ନାରୀ ନ୍ୟାୟ ଗ୍ୟାରେଂଟି । ଦେଶର ମହିଳାଙ୍କ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆଜେଂଡା । ନାରୀ ନ୍ୟାୟ ଗ୍ୟାରେଂଟି ଅଧିନରେ ୫ଟି ଘୋଷଣା କରିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସରକାରକୁ ଆସିଲେ ‘ମହାଲକ୍ଷ୍ମୀ…

ସିଏଏକୁ ବିରୋଧ, ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ । କେଜ୍ରିୱାଲଙ୍କ ବଡ ବୟାନ, କହିଲେ ଦେଶରେ କମିବ ରୋଜଗାର ।

କନକ ବ୍ୟୁରୋ: ଦେଶରେ ସିଏଏ ଲାଗୁ ପରେ ବିିଭିନ୍ନ ରାଜ୍ୟରେ ମୁସଲିମ ସମ୍ପ୍ରଦାୟ କରୁଛନ୍ତି ବିରୋଧ ପ୍ରଦର୍ଶନ । ସେପଟେ ଚର୍ଚ୍ଚା ସାଉଁଟିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ । କେଜ୍ରିୱାଲ କହିଛନ୍ତି ୩ ଗରିବ ଦେଶର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେଇ ଭାରତୀୟଙ୍କ ପାଇଁ ବିପଦ ଆଣିଛନ୍ତି…

ଗାଁରୁ ବାସନ୍ଦ ହେଲେ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ସମାଜସେବୀ । ଶିବରାତ୍ରୀରେ ଡିଜେକୁ ବିରୋଧ କରିବାରୁ ଗ୍ରାମବାସୀ…

କନକ ବ୍ୟୁରୋ: ଗାଁରୁ ବାସନ୍ଦ ହେଲେ ଆଦିବାସୀଙ୍କ ହକ ପାଇଁ ଲଢେଇ କରୁଥିବା ଅନ୍ତର୍ଜାତୀୟ ସମାଜସେବୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦମଣି ସାଂଡିଲ । ଏନେଇ ଚାନ୍ଦମଣି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପରିକି ନିଜର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ…

କୋରାପୁଟରେ ଜମୁଛି ରାଜନୀତି ଉଷ୍ମତା । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତିନି ଦଳର ନେତା ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ମତା ସେତେ ବଢ଼ିବାରେ ଲାଗିଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ନିଜ ନିଜର ରଣନୀତି ଆରମ୍ଭ କଲେଣି । ବର୍ତମାନ ଏହି ଆସନଟି ବିଜେଡି ହାତରେ ରହିଥିବା ବେଳେ ଆଗାମୀ ସାଧାରଣ…

ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜନୀତି ମହଲରେ ମେଣ୍ଟ ଅଙ୍କକଷା ଜାରି…

କନକ ବ୍ୟୁରୋ: ବଢୁଛି ମେଣ୍ଟ ଚର୍ଚ୍ଚା, ସେପଟେ ଦିଲ୍ଲୀରେ ବିଜେପି ଚାଣକ୍ୟ ଶାହାଙ୍କ ଘରେ ବୈଠକ ବସିଥିବାବେଳେ ଏପଟେ ଆସନ୍ତାକାଲି ନବୀନ ନିବାସରେ ପୁଣି ରୁଦ୍ଧଦ୍ୱାର ବୈଠକ ବସିବାକୁ ଯାଉଥିବା ସୂତରୁ ଖବର ମିଳିଛି । ତେବେ ବିଜେଡି-ବିଜେପି ମେଣ୍ଟ ନେଇ ଅଙ୍କ ଛିଡୁନଥିବାବେଳେ ଏଭଳି ଘନଘନ ବୈଠକ…