ସଫଳତାର ଅନ୍ୟନାମ ଆନନ୍ଦ ସ୍ପୋର୍ଟସ । ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ମହାଦ୍ରୁମ ସାଜିଛି ଆନନ୍ଦ…
କନକ ବ୍ୟୁରୋ: ୧୯୮୪ ମସିହାରେ ଆନନ୍ଦ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଆନନ୍ଦ ସ୍ପୋର୍ଟ୍ସ ଆଜି ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ଏକ ମହାଦ୍ରୁମରେ ପରିଣିତ ହେଇସାରିଲାଣି । ଦୀର୍ଘ ୪ ଦଶନ୍ଧିର ଏହି ଯାତ୍ରା ଯେତିକି କଷ୍ଟଦାୟକ ସେତିକି ପ୍ରେରଣାଦାୟୀ ମଧ୍ୟ । ୧୯୮୪ ମସିହାରେ…