ସାତ ବର୍ଷରେ ଆମେରିକାରେ ବଢିଛି ଭାରତୀୟଙ୍କ ସଂଖ୍ୟା : ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟାରେ ୭୮% ବୃଦ୍ଧି

ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୨୦୨୦ରୁ ୨୦୧୭ ମସିହା ମଧ୍ୟରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ସାଉଥ ଏସିଆନ ଆମେରିକାନ ଲିଡିଙ୍ଗ ଟୁଗେଦର ନାମକ ଏକ ସଂଗଠନ ଏହା ଦାବି କରିଛି । ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୪୪ ଲକ୍ଷ ଭାରତୀୟ ବାସ କରୁଛନ୍ତି । ୨୦୧୦ ମସିହାରେ ୩୧…

‘ଅଣସର ତାଟି’ କ’ଣ ? ଅଣସର ସମୟରେ ତାଟି ଭିତରେ ଦାରୁ ବିଗ୍ରହମାନଙ୍କର ପୂଜା ହୁଏ ନାହିଁ କାହିଁକି ?

ସ୍ନାନବେଦୀରେ ହାତୀବେଶ ଖୋଲା ହେବା ପରେ, ଚତୁର୍ଦ୍ଧାମୂର୍ତ୍ତି “ଗୋଟି ପହଣ୍ଡିରେ ଅଣସର ଘରକୁ ଯାଆନ୍ତି । କିନ୍ତୁ ସ୍ନାନବେଦୀକୁ ଆସିଲାବେଳେ ସେମାନେ “ଧାଡ଼ି ପହଣ୍ଡିରେ ଆସିଥାଆନ୍ତି । କେଉଁଠି ଧାଡ଼ି ପହଣ୍ଡି ହୁଏ ଓ କେଉଁଠି ଗୋଟି ପହଣ୍ଡି, ତାହାର ଏକ ସରଳ ସୂତ୍ର ରହିଛି । ଠାକୁରମାନେ ମନ୍ଦିର…

ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ଟ୍ୱିଟ କରି ସହିଦଙ୍କ ପରିବାର ପ୍ରତି ସମବେଦନା…

କନକ ବ୍ୟୁରୋ : ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ…

ପୁଣି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ସର୍ବଦଳୀୟ ବୈଠକରେ ଦେବେ ଯୋଗ । ‘ଏକ ରାଷ୍ଟ୍ର ଓ ଗୋଟିଏ…

କନକ ବ୍ୟୁରୋ : ଆସନ୍ତାକାଲି ପୁଣି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଲୋକସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ଯୋଗ ଦେବାକୁ ଯିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସଂସଦୀୟ…

ବିନା ହେଲମେଟରେ ଓଭରବ୍ରିଜ ମନା : ଦୁର୍ଘଟଣା ଏଡାଇବା ପାଇଁ ରସୁଲଗଡରୁ ଖଣ୍ଡଗିରି ଫ୍ଲାଏଓଭର ଉପରେ ଲାଗିଲା କଟକଣା

କନକ ବ୍ୟୁରୋ : ହେଲମେଟ ବିନା ଓଭରବ୍ରିଜରେ ଯାଇପାରିବେନି ବାଇକ ଆରୋହୀ । ତେବେ ପୂର୍ବରୁ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ଏଭଳି ନିୟମ ଆଜିଠୁ ଭୁବନେଶ୍ୱରରେ ଲାଗୁ ହୋଇଛି । ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ଖବର ସାମନାକୁ ଆସୁଥିବାବେଳେ ଏହାକୁ ରୋକିବାକୁ…

ଅଣସର ଘରେ ମହାପ୍ରଭୁ : ଅସୁସ୍ଥ ଠାକୁରଙ୍କ ଚିକିତ୍ସା ପାଇଁ କ’ଣ ସବୁ ବିଶେଷ ନୀତି କରାଯାଏ ? ଜାଣନ୍ତୁ

କନକ ବ୍ୟୁରୋ : ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ଶ୍ରୀଜିଉ ମହାସ୍ନାନ କରିବା ପରେ କୋଟି କୋଟି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସ୍ନାନ ପରେ ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି । ଏହା ପରେ…