ସରିଲା ଆଇପିଏଲ ନିଲାମୀ, ଶେଷରେ ବିକ୍ରି ହେଲେ କ୍ରିସ ଗେଲ ! ଅଧିକାଂଶ ଭାରତୀୟ ଯୁବ ଖେଳାଳି ହେଲେ କୋଟିପତି, ଜାଣନ୍ତୁ କେଉଁ ଦଳ ପାଇଁ କିଏ ଖେଳିବ

153

ଆଇପିଏଲ ସିଜିନ-୧୧ ପାଇଁ ବାଙ୍ଗାଲୋରରେ ହେଉଥିବା ନିଲାମୀ ଶେଷ ହୋଇଛି । ଦୁଇ ଦିବସୀୟ ନିଲାମୀରେ ମୋଟ ୧୬୯ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ସେଥିମଧ୍ୟରୁ ୧୧୩ ଜଣ ଭାରତୀୟ କ୍ରିକେଟର ହୋଇଥିବା ବେଳେ ୫୬ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଏହି ନିଲାମୀରେ ୯୧ ଜଣ ଅର୍ନ୍ତଜାତୀୟ ମ୍ୟାଚ ଖେଳିଥିବା ବେଳେ ୭୮ ଜଣ ଅର୍ନ୍ତଜାତୀୟ ମ୍ୟାଚ ଖେଳିନାହାନ୍ତି । ତେବେ ଏହି ନିଲାମୀରେ ସମସ୍ତ ଫ୍ରାଞ୍ଚାଇଜ ୪୩୧.୭୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

aa-Cover-toslopll860h1p1rkgi0vh6to3-20180102131123.Mediଦ୍ୱିତୀୟ ଦିନ ନିଲାମୀରେ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକତ ସବୁଠାରୁ ଦାମୀ ଖେଳାଳି ଭାବେ ଉଭା ହୋଇଛି । ଉନାଦକତଙ୍କୁ ୧୧.୫ କୋଟି ଟଙ୍କାରେ ରାଜସ୍ଥାନ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତକାଲି ମଧ୍ୟ ଇଂଲଣ୍ଡର ବେନ ଷ୍ଟୋକସଙ୍କୁ ୧୨.୫୦ କୋଟି ଟଙ୍କା ଦେଇ ରାଜସ୍ଥାନ କିଣିଥିଲା । ତେବେ ନିଲାମୀରେ ଭାରତୀୟ ଖେଳାଳି ଭାବେ ଉନାଦକତ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ସେହିଭଳି ଗତକାଲି ବିକ୍ରି ହୋଇପାରିନଥିବା ଖେଳାଳିଙ୍କ ମଧ୍ୟରୁ ବିସ୍ପୋରକ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ନିଲାମୀର ତୃତୀୟ ପର୍ଯ୍ୟାୟରେ କିଣିଛି କିଙ୍ଗସ ଇଲେଭେନ ପଞ୍ଜାବ । ଗେଲଙ୍କୁ ବେସ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି ପଞ୍ଜାବ । ସେହିଭଳି ଭାରତୀୟ ଉପନର ମୁରଲୀ ବିଜୟଙ୍କୁ ୨ କୋଟି ଟଙ୍କାରେ କିଣିଛି ଚେନ୍ନାଇ । ଫଳରେ ପୁଣିଥରେ ପୁରୂଣା ଘରକୁ ଫେରିଛନ୍ତି ମୁରଲୀ ବିଜୟ । ତେବେ ଘାତକ ବୋଲର ଡେଲ ଷ୍ଟେନଙ୍କୁ କିଣିବା ପାଇଁ କୌଣସି ଦଳ ଆଗ୍ରହ ଦେଖାଇନାହିଁ ।

କାହାର ଦାମ କେତେ:

ଦିଲ୍ଲୀ ଡେୟାରଡେଭିଲସ:
ଶ୍ରେୟସ ଆୟାର: ୭ କୋଟି, ରିଷଭ ପନ୍ଥ: ୮ କୋଟି, କ୍ରିସ ମୋରିସ: ୭.୧ କୋଟି, ପୃଥୀ ଶ୍ୱ: ୧.୨ କୋଟି, ରାହୁଲ ତେବାତିଆ : ୩ କୋଟି, ବିଜୟ ଶଙ୍କର: ୩.୨ କୋଟି, ହର୍ଷଲ ପଟେଲ: ୨୦ ଲକ୍ଷ, ଉବେଶ ଖାନ: ୭୦ ଲକ୍ଷ, ଶାହବାଜ ନଦୀମ : ୩.୨ କୋଟି, ଡାନିଏଲ ଖ୍ରୀଷ୍ଟଆନ: ୧.୫ କୋଟି, ଜୟନ୍ତ ଯାଦବ: ୫୦ ଲକ୍ଷ, ଗୁରକୀତ ସିଂ ମନ: ୭୫ ଲକ୍ଷ, ଟେଣ୍ଟ୍ର ବୋଲ୍ଟ : ୨.୨ କୋଟି, ମନଜୋତ କାଲରା : ୨୦ ଲକ୍ଷ, ଅଭିଷେକ ଶର୍ମା : ୫୫ ଲକ୍ଷ, ସନ୍ଦୀପ ଲାମିଚେନ : ୨୦ ଲକ୍ଷ, ନମନ ଓଝା : ୧.୪ କୋଟି, ସୟାନ ଘୋଷ : ୨୦ ଲକ୍ଷ, ସୟାନ ଘୋଷ : ୨୦ଳକ୍ଷ, ଜେସନ ରୟ: ୧.୬ କୋଟି, ଗୌତମ ଗମ୍ଭୀର୨.୮ କୋଟି, ଗ୍ଲେନ ମ୍ୟାକ୍ସୱେଲ: ୯ କୋଟି, ଅମିତ ମିଶ୍ରା : ୪ କୋଟି, କାଗିସୋ ରବାଡା: ୪.୨ କୋଟି, ମହମ୍ମଦ ସାମି: ୩ କୋଟି, କଲିନ ମୁନରୋ: ୧.୯ କୋଟି,

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :
ବିରାଟ କୋହଲି: ୧୭ କୋଟି, ଏବି ଡିଭିଲିୟର୍ସ: ୧୧ କୋଟି, ସରଫରାଜ ଖାନ: ୧.୭୫ କୋଟି, ମନନ ଭୋରା: ୧.୧ କୋଟି, କୁଳବନ୍ତ ଖେଜରୋଲିଆ: ୮୫ ଲକ୍ଷ, ଅନିକେତ ଚୌଧୁରୀ: ୩୦ ଲକ୍ଷ, ନବଦୀପ ସୋନି: ୩ କୋଟି, ମୁରଗମ ଅଶ୍ୱିନ: ୨.୨ କୋଟି, ମନଦୀପ ସିଂ: ୧.୪ କୋଟି, ୱାସିଂଟନ ସୁନ୍ଦର: ୩.୨ କୋଟି, ପବନ ନେଗି : ୧ କୋଟି, ମହମ୍ମଦ ସିରାଜ: ୨. କୋଟି, ନାଥାନ କୁଲଟର ନାଇଲ : ୨.୨ କୋଟି, ଅନିରୁଦ୍ଧ ଜୋଶୀ : ୨୦ ଲକ୍ଷ, ପାର୍ଥିବ ପଟେଲ : ୧.୭ କୋଟି, ଟିମ୍ ସାଉଦି : ୧କୋଟି, ପୱନ ଦେଶପାଣ୍ଡେ : ୨୦ ଲକ୍ଷ ମ୍ୟାକକୁଲମ: ୩.୬ କୋଟି, କ୍ରିସ ୱକ୍ସ: ୭.୪ କୋଟି, ଡି ଗ୍ରାଣ୍ଟହୋମ: ୨.୨ କୋଟି, ମୋଇନ ଅଲ୍ଲୀ: ୧.୭ କୋଟି, କ୍ୱିଣ୍ଟନ ଡି କକ୍: ୨.୮ କୋଟି, ଉମେଶ ଯାଦବ: ୪.୨ କୋଟି, ଚହଲ: ୬ କୋଟି,

କିଙ୍ଗସ ଇଲେଭେନ ପଞ୍ଜାବ:
କ୍ରିସ ଗେଲ: ୨ କୋଟି, ଅକ୍ଷର ପଟେଲ: ୬.୭୫ କୋଟି, ମୟଙ୍କ ଅଗ୍ରୱାଲ: ୧ କୋଟି, ଅଙ୍କିତ ସିଂହ ରାଜପୁତ: ୩ କୋଟି, ମନୋଜ ତିୱାରୀ : ୧ କୋଟି, ମୋହିତ ଶର୍ମା : ୨.୪ କୋଟି, ମୁଜିବ ଜାଦରାନ : ୪ କୋଟି, ବୀରନ୍ଦର ସଂରା : ୨.୨ କୋଟି, ଆଣ୍ଡ୍ର୍ୟୁ ଟାଏ : ୭.୨ କୋଟି, ଅକ୍ଷରଦୀପ ନାଥ : ୧ କୋଟି, ବେନ ଡେରିସିୟସ : ୧.୪ କୋଟି, ମୟଙ୍କ ଡାଗର : ୨୦ ଲକ୍ଷ, ପ୍ରଦୀପ ସାହୁ : ୨୦ ଲକ୍ଷ, ମଞ୍ଜୁର ଡାର : ୨୦ ଲକ୍ଷ,  ଡେଭିଡ ମିଲର : ୩ କୋଟି, ଏରୋନ ଫିଞ୍ଚ : ୬.୨ କୋଟି, ଲୋକେଶ ରାହୁଲ : ୧୧ କୋଟି, କରୁଣ ନାୟାର : ୫.୬ କୋଟି, ଯୁବରାଜ ସିଂହ : ୨ କୋଟି, ଆର.ଅଶ୍ୱିନ : ୭.୬ କୋଟି,ମାକର୍ସ ଷ୍ଟୋନିସ : ୬.୨ କୋଟି,

ସନ ରାଇଜର୍ସ ହାଇଦ୍ରାବାଦ:
ଡେଭିଡ ୱାନର: ୧୨ କୋଟି, ଭୁବନେଶ୍ୱର କୁମାର; ୮.୫ କୋଟି, ରିକି ଭୁଇ : ୨୦ ଲକ୍ଷ, ଦୀପକ ହୁଡା : ୩.୬ କୋଟି, ସିଦ୍ଧାର୍ଥ କୋଲ : ୩.୮ କୋଟି, ବାସିଲ ଥାମ୍ପି : ୯୫ ଲକ୍ଷ, ଟି ନଟରାଜନ: ୪୦ ଲକ୍ଷ, ଖଲୀଲ ଅହମ୍ମଦ : ୩ କୋଟି, ମହମ୍ମଦ ନବୀ : ୧ କୋଟି, ସନ୍ଦୀପ ଶର୍ମା: ୩ କୋଟି, ସଚିନ ବେବି : ୨୦ ଲକ୍ଷ, କ୍ରିସ ଜୋର୍ଡାନ : ୧ କୋଟି , ବିଲ୍ଲୀ ଷ୍ଟାନଲାକେ : ୫୦ ଲକ୍ଷ, ତନ୍ମୟ ଅଗ୍ରୱାଲ : ୨୦ ଲକ୍ଷ, ଶୀବତ୍ସ ଗୋସ୍ୱାମୀ : ୧ କୋଟି, ବିପୁଲ ଶର୍ମା ୨୦ ଲକ୍ଷ , ମହିଦ ହସନ : ୨୦ଲକ୍ଷ,  ସାକିବ ଅଲ ହାସନ: ୨ କୋଟି, କେନ ୱିଲୟମସ : ୩ କୋଟି,ଶିଖର : ୫.୨ କୋଟି, ମନୀଷ ପାଣ୍ଡେ : ୧୧ କୋଟି, ରଶିଦ ଖାନ : ୯ କୋଟି, ରିଦ୍ଧିମାନ ଶାହା : ୫ କୋଟି, ୟୁସୁଫ ଫଠାନ : ୧.୯ କୋଟି, କାଲର୍ସ ବ୍ରାର୍ଥୱେଟ : ୨ କୋଟି,

ଚେନ୍ନାଇ ସୁପର କିଙ୍ଗସ:
Chennai-Super-Kings-Winners-of-IPL-2010-Championshipମହେନ୍ଦ୍ର ସିଂହ ଧୋନି: ୧୫ କୋଟି, ସୁରେଶ ରୈନା: ୧୧ କୋଟି, ରବୀନ୍ଦ୍ର ଜାଡେଜା : ୭ କୋଟି, ସଦ୍ଦାଳ ଠାକୁର : ୨.୬ କୋଟି, ଜଗଦୀଶ ନାରାୟଣ : ୨୦ ଲକ୍ଷ, ମିଚେଲ ସାଣ୍ଟନର : ୫୦ ଲକ୍ଷ, ଦୀପକ ଚାହର : ୮୦ ଲକ୍ଷ, ଆସିଫ କେଏମ : ୪୦ ଲକ୍ଷ, ଲୁଙ୍ଗି ନେଗଡି : ୫୦ ଲକ୍ଷ, ଧ୍ରୁବ ଶୋରେ : ୨୦ ଲକ୍ଷ, କନିଷ୍କ ସେଠ : ୨୦ ଲକ୍ଷ, ମୁରଲୀ ବିଜୟ : ୨ କୋଟି, ସାମ ବିଲିଙ୍ଗସ : ୧ କୋଟି, ମାର୍କ ବୁଡ : ୧.୫ କୋଟି, କ୍ଷତ୍ରିଜ ଶର୍ମା : ୨୦ ଲକ୍ଷ, ମୋନୁ ଶର୍ମା : ୨୦ ଲକ୍ଷ, ଚୈତନ୍ୟ ବିଷୋୟୀ : ୨୦ ଲକ୍ଷ,  ହରଭଜନ ସିଂହ : ୨ କୋଟି, ଫାଫ୍ ଡୁ ପ୍ଲେସିସ : ୧.୬ କୋଟି, ଡ୍ୱେନ ବାଭ୍ରୋ : ୬.୪ କୋଟି, କର୍ଣ୍ଣ ଶର୍ମା(ଭାରତ): ୫ କୋଟି, ଇମ୍ରାନ ତାହିର : ୧ କୋଟି, ଅମ୍ବାତି ରାୟଡୁ: ୨.୨ କୋଟି, ସେନ ୱାଟସନ: ୪ କୋଟି, କେଦାର ଯାଦବ: ୭.୮ କୋଟି

କୋଲକାତା ନାଇଟ ରାଇଡର୍ସ:
ସୁନୀଲ ନାରାୟଣ: ୮.୫ କୋଟି, ଆନ୍ଦ୍ରେ ରସେଲ : ୭ କୋଟି, କ୍ରିସ ଲିନ : ୯.୬୦ କୋଟି, ନୀତିଶ ରାଣା : ୩.୪୦ କୋଟି, କମଲେଶ ନାଗରକୋଟି: ୩.୨୦ କୋଟି, ଶୁଭମ ଗିଲ : ୧.୮୦ କୋଟି, ଇଶାଙ୍କ ଜାଗୀ : ୨୦ ଲକ୍ଷ, ବିନୟ କୁମାର : ୧ କୋଟି, ଅପୂର୍ବ ୱାନଖଡେ : ୨୦ ଲକ୍ଷ, ରିଙ୍କୁ ସିଂହ : ୮୦ ଲକ୍ଷ, ଶିଭମ ମାବି : ୩ କୋଟି, କ୍ୟାମରନ ଡେଲପର୍ଟ : ୩୦ ଲକ୍ଷ, ଜୱର୍ନ ସିୟରଲେସ : ୩୦ ଲକ୍ଷ, ମିଚେଲ ଜନସନ : ୨ କୋଟି,  ମିଚେଲ ଷ୍ଟାର୍କ : ୯.୪ କୋଟି, ପୀୟୁଷ ଚାୱଲା : ୪.୨ କୋଟି, ରବିନ ଉଥପ୍ପା : ୬.୪ କୋଟି, ଦିନେଶ କାର୍ତ୍ତିକ : ୭.୪ କୋଟି, କୁଳଦୀପ ଯାଦବ : ୫.୮ କୋଟି, :

ରାଜସ୍ଥାନ ରୟାଲ୍ସ:
ଷ୍ଟିଭ ସ୍ମିଥ: ୧୨ କୋଟି, ରାହୁଲ ତ୍ରିପାଠୀ: ୩.୪ କୋଟି, ଡାସି ସର୍ଟ : ୪ କୋଟି, ଜୋଫ୍ରା ଆର୍ଚର : ୭.୨ କୋଟି , ଗୌତମ କୃର୍ଷ୍ଣପା : ୬.୨ କୋଟି, ଧୱନ କୁଲକର୍ଣ୍ଣୀ : ୭୫ ଲକ୍ଷ, ଜୟଦେବ ଉନାଦକତ : ୧୧.୫ କୋଟି, ଅଙ୍କିତ ଶର୍ମା : ୨୦ ଲକ୍ଷ, ଅନୁରୀତ ସିଂହ : ୩୦ ଲକ୍ଷ, ଜାକିର ଖାନ : ୬୦ ଲକ୍ଷ, ଶ୍ରେୟସ ଗୋପାଲ : ୨୦ ଲକ୍ଷ, ମିଥୁନ ଏସ : ୨୦ ଲକ୍ଷ, ପ୍ରଶାନ୍ତ ଚୋପ୍୍ରା : ୨୦ ଲକ୍ଷ, ବେନ ଲାଫାଲିନ : ୫୦ ଲକ୍ଷ, ମହିପାଲ ଲାମରୋର : ୨୦ ଲକ୍ଷ, ଜତିନ ସକ୍ସସେନା : ୨୦ ଲକ୍ଷ, ବିକ୍ରମ ବିର୍ଲା : ୩୦ଲକ୍ଷ, ଦୁଷ୍ମନ୍ତା ଚମୀରା : ୫୦ ଲକ୍ଷ, ଅଜିଙ୍କ୍ୟ ରାହାଣେ : ୪କୋଟି, ବେନ ଷ୍ଟୋକସ : ୧୨.୫ କୋଟି,ଷ୍ଟୁଆର୍ଟ ବିନ୍ନି : ୫୦ ଲକ୍ଷ, ସଞ୍ଜୁ ସାମସନ : ୮ କୋଟି, ଜୋସ ବଟଲର: ୪.୪ କୋଟି, ,

ମୁମ୍ବାଇ ଇଣ୍ଡିଆନ୍ସ:
ରୋହିତ ଶର୍ମା : ୧୫ କୋଟି, ହାର୍ଦ୍ଦିକ ପାଣ୍ଡ୍ୟା : ୧୧ କୋଟି, ଯଶପ୍ରୀତ ବୁମରାହ : ୭ କୋଟି, କୃଣାଲ ପାଣ୍ଡ୍ୟା : ୮.୮୦ କୋଟି, ଇସାନ କିଶନ : ୬.୨ କୋଟି, ରାହୁଲ ଚାହର : ୧.୯ କୋଟି, ଇରଭିନ ଲୁଇସ: ୩.୮ କୋଟି, ସୌରଭ ତିୱାରୀ: ୮୦ ଲକ୍ଷ, ବେନ କଟିଙ୍ଗ: ୨,୨ କୋଟି, ପ୍ରଦୀପ ସଙ୍ଗୱାନ : ୧.୫ କୋଟି, ଜେପି ଡ୍ୟୁମିନ : ୧ କୋଟି, ଜେସନ ବେହରନଡ୍ରଫ : ୧.୫ କୋଟି, ତେଜେନ୍ଦ୍ର ଢିଲୋ : ୫୫ ଲକ୍ଷ, ଶରଦ ଲାମ୍ବା : ୨୦ ଲକ୍ଷ, ସିର୍ଦ୍ଦେଶ ଲାଡ : ୨୦ ଲକ୍ଷ, ଆଦିତ୍ୟ ତାରେ : ୨୦ ଲକ୍ଷ, ମୟଙ୍କ ମାର୍କଣ୍ଡେୟ :୨୦ଲକ୍ଷ, ଅକିଲା ଧନଞ୍ଜୟ : ୫୦ ଲକ୍ଷ, ଅନୁକୁଳ ରୟ : ୨୦ ଲକ୍ଷ, ମୋହସିନ ଖାନ : ୨୦ ଲକ୍ଷ, ନିଧିଶ ଏମ ; ୨୦ ଲକ୍ଷ, କିରଣ ପୋଲାର୍ଡ: ୫.୪ କୋଟି,ପ୍ୟାଟ କମିନସ: ୫.୪ କୋଟି, ମୁସ୍ତାଫଜୁର ରେହମାନ: ୨.୨ କୋଟି, ସୂର୍ୟ୍ୟ କୁମାର ଯାଦବ : ୩.୨ କୋଟି