ପ୍ରତିଦିନ ମାତ୍ର ୧୦୦ଟଙ୍କା ଦିଅନ୍ତୁ ! ରେନଲ୍ଟ୍ କ୍ୱିଡ୍ ଘରକୁ ନିଅନ୍ତୁ . .

78

କାର୍ କିଣିବାକୁ ଯୋଜନା ରଖିଛନ୍ତି । ତେବେ ଆପଣଙ୍କ ପାଇଁ ଖୁସିଖବର । କାରଣ ରେନଲ୍ଟ୍ ଆଣି ଦେଇଛି ଦମଦାର୍ ଅଫର୍ । ଦିନକୁ ମାତ୍ର ୧୦୦ଟଙ୍କା ଦେଇ ଆପଣ ଘରକୁ ନେଇ ପାରିବେ ରେନଲ୍ଟ୍  କ୍ୱିଡ୍ ।

ଏବେ ଜାଣନ୍ତୁ ସଂପୂର୍ଣ୍ଣ ଅଫର୍ :
କମ୍ପାନୀ ୮୦୦ ସିସି କ୍ୱିଡ୍ ଉପରେ ଇଏମଆଇ ରଖିଛି ମାତ୍ର ୨୯୯୯ ଟଙ୍କା । ଅର୍ଥାତ୍ ପ୍ରତି ମାସରେ ଆପଣଙ୍କୁ ୨୯୯୯ ଟଙ୍କା ଦେବାକୁ ପଡିବ । ତେବେ ଯଦି ଏହି ପରିମାଣକୁ ୩୦ରେ ଭାଗ କରାଯାଏ ତେବେ ଦିନକୁ ପଡୁଛି ୯୯.୯୬ ଟଙ୍କା , ଅର୍ଥାତ୍ ୧୦୦ଟଙ୍କା । ତେଣୁ ଦିନକୁ ମାତ୍ର ୧୦୦ଟଙ୍କା ଦେଇ ଆପଣ ଘରକୁ ନେଇ ପାରିବେ ରେନଲ୍ଟ୍ କ୍ୱିଡ୍ । ସେହିପରି ଅନ୍ୟ ମଡେଲ୍ ଉପରେ ମଧ୍ୟ ରହିଛି ମନଲୋଭା ଅଫର୍ ।