ଭୁବନେଶ୍ୱର ଡୁମଡୁମାରେ ଅଭାବନୀୟ ଘଟଣା : ସକାଳେ କାର ଡ୍ରାଇଭିଂ ସମୟରେ ମହିଳାଙ୍କ ତଂଟିକାଟି ହତ୍ୟା ଉଦ୍ୟମ

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ମହିଳାଙ୍କ ତଂଟିକାଟି ହତ୍ୟା ଉଦ୍ୟମ । ସକାଳେ କାର ଡ୍ରାଇଭିଂଗ କରିବା ସମୟରେ ତଂଟିକାଟି ହତ୍ୟା ଉଦ୍ୟମ ହୋଇଛି । ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ମହିଳାଙ୍କୁ ଭର୍ତି କରାଯାଇଛି । ଭୁବନେଶ୍ୱର ଡୁମଡୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ମହିଳା ଜଣକ ତନୁଜା ନାୟକ ବୋଲି ଜଣାପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –