ଗୋପ ବିଜେଡି ଉପାଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ : ବ୍ଲକ ଅଫିସକୁ ଆସୁଥିବା ବେଳେ ହାଣିଦେଲେ ଦୁର୍ବୃତ

22

ଗୋପ : ପୁରୀ ଗୋପ ବ୍ଲକ ବିଜେଡି ଉପାଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ । ଉପାଧ୍ୟକ୍ଷ ନିରଂଜନ ମହାପାତ୍ରଙ୍କୁ ହାଣି ଦୁର୍ବୃତ ଫେରାର ହୋଇଯାଇଛନ୍ତି । ନିରଂଜନଙ୍କ ହାତ ଓ ଆଙ୍ଗୁଠିରେ ଚୋଟ ଲାଗିଛି । ସେ ଗୁରୁତର ହୋଇପଡିଥିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବ୍ଲକ ଅଫିସକୁ ଆସୁଥିବା ବେଳେ ସୁବର୍ଣ୍ଣପୁରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ ।