ଆଠମଲ୍ଲିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ବଢୁଛି ମୃତ୍ୟୁ ସଂଖ୍ୟା

17

ଆଠମଲ୍ଲିକ : ଆଠମଲ୍ଲିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୯ରେ ପହଁଚିଛି । ୧୮ଜଣ ଗୁରୁତର ଭାବେ କଟକ ଏସସିବିରେ ଭର୍ତି । ବସରେ ୬୦ରୁ ୬୫ ଜଣ ଯାତ୍ରୀ ଥିଲେ ।