ଆଠମଲ୍ଲିକ ମାଣତ୍ରୀ ଯାତ୍ରୀବାହି ବସ୍ ଦୁର୍ଘଟଣା ଘଟଣା : ବସ୍ ମାଲିକ ରୁଶବ ତ୍ରିପାଠୀ ଗିରଫ

28

କନକ ବ୍ୟୁରୋ : ଆଠମଲ୍ଲିକ ମାଣତ୍ରୀ ଯାତ୍ରୀବାହି ବସ୍ ଦୁର୍ଘଟଣା ଘଟଣା । ବସ୍ ମାଲିକ ରୁଶବ ତ୍ରିପାଠୀ ଗିରଫ । ଦୁର୍ଘଟଣା ପରେ ଫେରାର ଥିଲେ ବସ୍ ମାଲିକ । ବସ ଦୁର୍ଘଟଣାରେ ୧୯ ଯାତ୍ରୀ ପ୍ରାଣ ହରାଇଥିଲେ ।