ଆଇନଜୀବୀ ସଖିବୁଲ୍ଲା ଖାଁ ନିଖୋଜ ଘଟଣା ! ଅନୁଗୁଳ ଜିଲ୍ଲା ଆଠମଲିକରେ ଆଜି ୧୨ ଘଂଟିଆ ବନ୍ଦ୍ ପାଳନ

24

କନକ ବ୍ୟୁରୋ : ଆଠମଲିକରେ ବନ୍ଦ୍ ପାଳନ । ଅନୁଗୁଳ ଜିଲ୍ଲା ଆଠମଲିକରେ ଆଜି ୧୨ ଘଂଟିଆ ବନ୍ଦ୍ ପାଳନ ହୋଇଛି । ଆଇନଜୀବୀ ସଖିବୁଲ୍ଲା ଖାଁ ନିଖୋଜ ହେବା ଘଟଣାରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଏହି ବନ୍ଦ୍ ଡାକରା ଦିଆଯାଇଛି । ସଖିବୁଲ୍ଲାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ସଂଖ୍ୟାଲଘୁ ସଂପ୍ରଦାୟ । ବନ୍ଦ୍ ର ପ୍ରଭାବ ଦେଖିବାକୁ ମିଳିଛି ଆଠମଲିକରେ । ଦୋକାନ ବଜାର ଓ ସ୍କୁଲ କଲେଜ୍ ବନ୍ଦ୍ ରହିଥିବା ଦେଖିବାକୁ ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –