ବଡ଼ମ୍ବା ଇଛାପୁର ଗାଁରେ ହତ୍ୟାକାଣ୍ଡ : ପୂର୍ବ ଶତୃତାକୁ ନେଇ ହାଣିଦେଲେ ଦୁର୍ବୃତ

43

ବଡ଼ମ୍ବା : ବଡ଼ମ୍ବା ଥାନା ଅନ୍ତର୍ଗତ ଇଛାପୁର ଗାଁରେ ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ । ଛେଳିଚରାଇ ଫେରୁଥିବା ବେଳେ ସେହି ଗାଁର ପ୍ରôଫୁଲ୍ଲଙ୍କୁ କେହି ଦୁର୍ବୃତ ପଛପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି । ପ୍ରଫୁଲ୍ଲଙ୍କର ଗୋଡ଼ ଦୁଇଖଣ୍ଡ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ହତ୍ୟାକାଣ୍ଡକୁ ନେଇ ପରିବାର ଲୋକ ଗାନ୍ଧି ଛକରେ ଶବ ଧରି ଧାରଣାରେ ବସିଥିବା ବେଳେ ପୋଲିସ ଆକ୍ରମଣକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –