ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୋଧୁରୀଙ୍କୁ ସର୍ତ୍ତମୂଳକ ଜାମିନ : ଦେଢ଼ କୋଟି ଟଙ୍କା ଦାଖଲ ପାଇଁ କୋର୍ଟର ନିର୍ଦ୍ଦେଶ

24

କନକ ବ୍ୟୁରୋ : ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ ରଜତ । ତାଙ୍କୁ ଦେଢ଼ କୋଟି ଟଙ୍କା ଦାଖଲ କରି ଜାମିନିରେ ଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି । ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।