ଆସ୍ଥା ଇଂଟରନ୍ୟାସନାଲ ସଂସ୍ଥାର ସଂପତି ଇ-ନିଲାମୀ

0

ଚିଲିକା : ଆସ୍ଥା ଇଂଟରନ୍ୟାସନାଲ ସଂସ୍ଥାର ସଂପତି ଇ ନିଲାମୀ । ଚିଲିକା ତହସିଲରେ ୩୯୭ ଡେସିମିଲରେ ସଂସ୍ଥାର ଥିବା ୩ ପ୍ଲଟର ନିଲାମୀ ହୋଇଛି । ୧୧ ଲକ୍ଷ ୯୪ ହଜାର ଟଙ୍କାରେ ଏହି ପ୍ଲଟ ନିଲାମୀ ହୋଇଥିବା କଟକ ଏଡିଏମ ବିଭୂତି ଭୂଷଣ ଦାସ ସୂଚନା ଦେଇଛନ୍ତି । ନିଲାମୀ ପାଇଁ ଜମିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଥିଲା । ପ୍ରଥମ ଥର ଓଡିଶାରେ ଚିଟଫଣ୍ଡ ସଂପତିର ନିଲାମୀ ହୋଇଛି ।

Comments are closed.