ଆସ୍ଥା ଚିଟଫଣ୍ଡ ଠକେଇ ମାମଲା: ଓଡିଶା ସମେତ ଦେଶର ୧୪ଟି ସ୍ଥାନରେ ସିବିଆଇ ଚଢାଉ

0

ଆସ୍ଥା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଖୋଳତାଡ । ଓଡିଶା ସମେତ ଦେଶର ୧୪ଟି ସ୍ଥାନରେ ସିବିଆଇ ଚଢାଉ କରିଛି । ଶୁଭ୍ରାଂଶୁ ଲେଙ୍କାଙ୍କ ଜଗତସିଂହପୁର ଓ ଭୁବେନଶ୍ୱର ବାସଭବନରେ ସିବିଆଇ ରେଡ କରୁଥିବା ସୂଚନା ମିଳିଛି । ସୁରଟ, ଗୋଆ, ଜବଲପୁର, ଇନେ୍ଦାରରେ ବି ଚଢାଉ ହୋଇଥିବା ଜଣାପଡିଛି । ଓଡିଶାର ଆସ୍ଥା କମ୍ପାନୀ ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ସମେତ ୩ ଜଣ ଏବେ ଜେଲରେ ଅଛନ୍ତି ।

Comments are closed.