ଆଜି ବି ବିଧାନସଭା ଅଚଳ : ଅପରାହ୍ନ ୩ଟା ଯାଏ ଗୃହ ମୂଲତବୀ

64

କନକ ବ୍ୟୁରୋ : ଆଜି ବି  ବିଧାନସଭା ଅଚଳ । ଅଧିବେଶନ ଆରମ୍ଭରୁ ଶାସକ ଓ ବିରୋଧିଙ୍କ ହଟ୍ଟଗୋଳ । ଅପରାହ୍ନ ୩ଟା ଯାଏ ଗୃହ ମୂଲତବୀ । ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ନାରାବାଜି । ଗାନ୍ଧୀମୂର୍ତି ତଳେ ବିଜେଡି ବିଧାୟକଙ୍କ ଧାରଣା ।