ଏସୀୟ ଦୌଡକୁଦ ପ୍ରତିଯୋଗିତା ! ୧୦୦ ମିଟର ହର୍ଡଲସ ମହିଳା ବର୍ଗର ଦ୍ୱିତୀୟ ସ୍ଥାନରେ ପୂର୍ଣ୍ଣିମା ହେମ୍ବମ୍ର

40

କନକ ବ୍ୟୁରୋ: ଆଜି ଏସୀୟ ଦୈଡକୁଦ ପ୍ରତିଯୋଗିତାରେ ଦୈଡିବେ ଓଡିଆ ଆଥଲେଟ୍ । ଆଜି ଟ୍ରାକରେ ହେଫ୍ଟାଥଲନ ବର୍ଗରେ ଆକ୍ସନ ଦେଖାଇଛନ୍ତି ପୂର୍ଣ୍ଣିମା ହେମ୍ବମ୍ର । ୧୦୦ ମିଟର ହର୍ଡଲସ ମହିଳା ବର୍ଗରେ ପୂର୍ଣ୍ଣିମା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି ୨୦୦ ମିଟର ମହିଳା ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ୨୦୦ ମିଟର ପୁରୁଷ ବର୍ଗରେ ବି ଭାଗ ନେବେ ଅମୀୟ ମଲ୍ଲିକ । କାଲି ୧୦୦ ମିଟର ଦୈଡରୁ ବାଦ ପଡିଥିଲେ ଅମୀଲ ମଲ୍ଲିକ ।