ଡ଼ଃ ମାୟା ଗନ୍ତାୟତ : ଓଡିଶାର ପ୍ରଥମ ନ୍ୟୁରୋ ଓ ଟ୍ରମା ସେଂଟର ଅଶ୍ୱିନୀ ହସସ୍ପିଟାଲର ପ୍ରତିଷ୍ଠାତା

44

ସେ ଚାହିଁଥିଲେ ଓଡିଶାର ବିଭିନ୍ନ ବଡ ବଡ ହସ୍ସ୍ପିଟାଲ ସହ ଜଡିତ ହୋଇ ଜଣେ ପ୍ରସିଦ୍ଧ ଡାକ୍ତର ହିସାବରେ ଖ୍ୟାତି ଅର୍ଜନ କରି ପାରିଥାନ୍ତେ  । କିନ୍ତୁ ସେ ଜାଣିଥିଲେ ଓଡିଶାରେ ଗୋଟେ ନ୍ୟୁରୋ ଓ ଟ୍ରମା ସେଂଟରର ଅବଶ୍ୟକତା ଅଛି  । ଆଉ ସେଥିପାଇଁ ସେ ନିଜ ସ୍ୱାମୀ ଡ଼ଃ ସୁବ୍ରତ ଜେନାଙ୍କ ସପୋର୍ଟରେ ଆରମ୍ଭ କଲେ ଗୋଟେ ନୂଆ ଅଧ୍ୟାୟ  । ଯାହାର ନାଁ ହେଲା ଅଶ୍ୱିନୀ ହସସ୍ପିଟାଲର । ଆଉ ଆଜିର ବିଜନେସ୍ ଲିଡର୍ସରେ ଜାଣିବା ଓଡିଶାର ପ୍ରଥମ ନୁ୍ୟରୋ ଓ ଟ୍ରମା ସେଂଟର ପ୍ରତିଷ୍ଠା କରିଥିବା ଡ଼ଃ ମାୟା ଗନ୍ତାୟତଙ୍କୁ  ।