ଆଶୀର୍ବାଦ ଚିଟଫଣ୍ଡ ଠକେଇ ମାମଲା : ସଂସ୍ଥାର ଆଉ ଜଣେ ନିର୍ଦ୍ଦେଶକ ଗିରଫ

24

କନକ ବ୍ୟୁରୋ : ଆଶୀର୍ବାଦ ଚିଟଫଣ୍ଡ ଠକେଇ ମାମଲା । ସଂସ୍ଥାର ଆଉ ଜଣେ ନିର୍ଦ୍ଦେଶକ ସୁକାନ୍ତ ମହାପାତ୍ର ଗିରଫ । ରାଉଲକେଲାରୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲୁ ।